ଭୁବନେଶ୍ବର ୧୩/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୬୯। ପଜିଟିଭ ସଂଖ୍ୟା ୮,୫୧,୭୮୨ ଚିହ୍ନଟ ହୋଇଛନ୍ତି ୭,୮୯,୦୬୬ ଜଣ ସୁସ୍ଥ ହୋଇଥିବା ବେଳେ ୫୯,୩୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୩୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୬,୭୧୮ ସୁସ୍ଥ ସଂଖ୍ୟା ୧,୧୭,୪୩୦ ଚିକିତ୍ସିତ ସଂଖ୍ୟା ୮,୭୪୪, ମୃତ ସଂଖ୍ୟା ୫୩୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୯,୭୨୦ ସୁସ୍ଥ ସଂଖ୍ୟା ୬୩,୯୩୦ ଚିକିତ୍ସିତ ସଂଖ୍ୟା ୫୫୭୬, ମୃତ ସଂଖ୍ୟା ୨୧୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୬୪୯ ସୁସ୍ଥ ସଂଖ୍ୟା ୩୧,୮୮୪ ଚିକିତ୍ସିତ ସଂଖ୍ୟା ୪୫୮ , ମୃତ ସଂଖ୍ୟା ୨୯୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୮୧୫ ସୁସ୍ଥ ସଂଖ୍ୟା ୫୫,୩୪୩ ଚିକିତ୍ସିତ ସଂଖ୍ୟା ୨୧୬୧ ,ମୃତ ସଂଖ୍ୟା ୩୦୭ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୪୫୯ ସୁସ୍ଥ ସଂଖ୍ୟା ୮,୬୦୩ ଚିକିତ୍ସିତ ସଂଖ୍ୟା ୮୧୯ ,ମୃତ ସଂଖ୍ୟା ୩୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।