ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୧,୩୧୧ମୃତ୍ୟୁ ସଂଖ୍ୟା ୧,୯୨୧ ।

0 1,888

ଭୁବନେଶ୍ବର ୧/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୯୪। କରୋନା ପଜିଟିଭ ସଂଖ୍ୟା ୩,୪୧,୩୧୧ ଚିହ୍ନଟ ହୋଇଛନ୍ତି ୩,୩୭,୦୯୧ଜଣ ସୁସ୍ଥ ହୋଇଥିବା ବେଳେ ୨୨୪୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୮୧୨,ସୁସ୍ଥ ସଂଖ୍ୟା ୫୩,୦୯୭ ଚିକିତ୍ସିତ ସଂଖ୍ୟା ୩୬୫, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୫୫୪ ସୁସ୍ଥ ସଂଖ୍ୟା ୨୯,୨୦୯ ଚିକିତ୍ସିତ ସଂଖ୍ୟା ୧୯୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୭୪, ସୁସ୍ଥ ସଂଖ୍ୟା ୨୧,୬୯୪, ଚିକିତ୍ସିତ ସଂଖ୍ୟା ୨୪, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.