ବ୍ରହ୍ମପୁର,ତା-୧୪/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୬୨୨, ଚିକିତ୍ସିତ ସଂଖ୍ୟା ୨,୧୯୨, ମୃତ ସଂଖ୍ୟା ୧,୮୯୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ଶୂନ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୪୧, ସୁସ୍ଥ ସଂଖ୍ୟା ୨୧,୫୭୦, ଚିକିତ୍ସିତ ସଂଖ୍ୟା ୧୫ ଏବଂ ମୃତ ସଂଖ୍ୟା ୨୪୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ଶୂନ ବୋଲି ଜଣାପଡିଛି ।