ଭୁବନେଶ୍ବର,ତା-୧୧/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୦୪୩, ଚିକିତ୍ସିତ ସଂଖ୍ୟା ୨,୧୧୮ ମୃତ ସଂଖ୍ୟା ୧,୮୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୯ । ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୮୬୯, ସୁସ୍ଥ ସଂଖ୍ୟା ୫୨,୪୦୭,ଚିକିତ୍ସିତ ସଂଖ୍ୟା ୧୨୩ ଏବଂ ମୃତ ସଂଖ୍ୟା ୩୨୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୯ ବୋଲି ଜଣାପଡିଛି ।