ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪୦ ।

0 1,142

ଭୁବନେଶ୍ବର,ତା-୨୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୦,୫୪୯, ଚିକିତ୍ସିତ ସଂଖ୍ୟା ୫,୯୭୧ ମୃତ ସଂଖ୍ୟା ୧,୭୩୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୫୦୩, ସୁସ୍ଥ ସଂଖ୍ୟା ୫୦,୭୩୨,ଚିକିତ୍ସିତ ସଂଖ୍ୟା ୪୬୮ ଏବଂ ମୃତ ସଂଖ୍ୟା ୨୯୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୧୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୦ ବୋଲି ଜଣାପଡିଛି ।

Leave A Reply

Your email address will not be published.