କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪୫ ।

0 1,043

କଟକ,ତା-୨୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୦,୫୪୯, ଚିକିତ୍ସିତ ସଂଖ୍ୟା ୫,୯୭୧, ମୃତ ସଂଖ୍ୟା ୧,୭୩୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୦୧୩, ସୁସ୍ଥ ସଂଖ୍ୟା ୨୭,୩୯୪,ଚିକିତ୍ସିତ ସଂଖ୍ୟା ୪୮୧, ମୃତ ସଂଖ୍ୟା ୧୩୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୧୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୫ ବୋଲି ଜଣାପଡିଛି ।

Leave A Reply

Your email address will not be published.