କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୭୫ ।

0 689

କଟକ ,ତା-୧୭/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୩୪୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୧,୩୮୫, ଚିକିତ୍ସିତ ସଂଖ୍ୟା ୨୩,୭୮୬, ମୃତ ସଂଖ୍ୟା ୧,୧୨୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୧୩୨, ସୁସ୍ଥ ସଂଖ୍ୟା ୨୨,୨୨୬,ଚିକିତ୍ସିତ ସଂଖ୍ୟା ୧,୮୦୪, ମୃତ ସଂଖ୍ୟା ୯୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୧୯୬ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୫ ବୋଲି ଜଣାପଡିଛି ।

Leave A Reply

Your email address will not be published.