Yearly Archives

2026

ଛତ୍ରପୁରରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଉପଜିଲ୍ଲାପାଳ ।

ଛତ୍ରପୁର,୨୬/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର…
Read More...

ଆର୍ଯ୍ୟପଲ୍ଲୀ ଜେଟି ଓ ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବନ୍ଦର କର୍ତ୍ତୃପକ୍ଷ ।

ଛତ୍ରପୁର,୨୬/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଭି.…
Read More...

ପୋଲିସ ହେପାଜତରେ ଯୁବକ ମୃତ୍ୟୁ, ମାଲକାନଗିରି ଥାନା ଘେରାଉ ।

ମାଲକାନଗିରି ,୨୬/୧୦(ପିପିଟି):ପୋଲିସ ହେପାଜତରେ ଏକ ଯୁବକର ହସ୍ୟଜନକ ମୃତ୍ୟୁକୁ କେନ୍ଦ୍ର କରି ଆଜି ମାଲକାନଗିରି ଥାନାକୁ ଦୁଇ ହଜାରରୁ ଅଧିକ ଲୋକ ଘେରାଉ କରିବା ସହିତ ଥାନା ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଥିବା…
Read More...

ଗଞ୍ଜେଇ ମାଫିଆଙ୍କ ନିଦ ହଜେଇଛି ଭଞ୍ଜନଗର ପୋଲିସ; ୫୧କେଜି ଗଞ୍ଜେଇ ସହ ୨ବାଇକ ଜବତ ।

ଭଞ୍ଜନଗର, ୨୬/୧୦(ପିପିଟି ):ଏହି ପାର୍ବଣ ଋତୁର ଭିଡ଼ ଭିତରେ ପୋଲିସ ଆଖିରେ ଧୂଳି ଫିଙ୍ଗି କିଛି ଗଞ୍ଜେଇ ମାଫିଆ ନିଜ ମନ୍ଦ ଉଦ୍ଦେଶ୍ୟ କୁ ସଫଳ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଣିଥରେ ଭଞ୍ଜନଗର ପୋଲିସ ହାବୁଡ଼ରେ…
Read More...

ଚିକିଟିରେ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ ।

ଚିକିଟି, ୨୬/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ,…
Read More...

ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ, ଓଡ଼ିଶାରେ ବଢ଼ିଲା ରାଜନୈତିକ ଉଷ୍ମତା ।

ରାୟଗଡ଼ା, ୨୬/୧୦: ଆନ୍ଧ୍ରପ୍ରଦେଶରେ ଆସନ୍ତା ୧ ତାରିଖରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏହାର ପ୍ରଭାବ ପଡ଼ୋଶୀ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ମଧ୍ୟ ଅନୁଭୂତ ହେଲାଣି। ଆନ୍ଧ୍ରର ପାହାଡ଼ିଆ ଗାଁଗୁଡ଼ିକରେ ନିର୍ବାଚନୀ…
Read More...

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ: ଡଃ ସତ୍ୟଜିତ ନାୟକ ।

କଟକ,୨୬/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଜନସାଧାରଣ ଭୟଭୀତ ନହେବା ସହ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଗୁଜବ ଓ ଅବିଶ୍ୱସନୀୟ ସୂଚନାକୁ ବିଶ୍ୱାସ ନକରିବାକୁ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡଃ ସତ୍ୟଜିତ ନାୟକ…
Read More...

ହାଇସ୍କୁଲ ନାହିଁ, ତଥାପି ହାଇସ୍କୁଲ ନାଁରେ ସର୍ଭେ ; ଆର୍‌ଡି ବିଭାଗର ତଥ୍ୟକୁ ନେଇ ଉଠିଲା ପ୍ରଶ୍ନ ।

କୋଦଳା,୨୬/୧୦(ପିପିଟି ):ଗୋଟିଏ ଗାଁରେ ହାଇସ୍କୁଲ ନାହିଁ, କିନ୍ତୁ ସେହି ଗାଁର ହାଇସ୍କୁଲ ନାଁରେ ରାସ୍ତା ସର୍ଭେ । ଏଭଳି ଏକ ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ର ଚିଙ୍ଗୁଡ଼ିଖୋଲଠାରୁ ଝରନଈ ପର୍ଯ୍ୟନ୍ତ…
Read More...

ଡ୍ରୋନ୍ ନଜରରେ ଗଞ୍ଜେଇ ଓ ଅଫିମ ଚାଷ: ବଣାଇଁ ବନଖଣ୍ଡରେ ବନ ବିଭାଗର ସ୍ୱତନ୍ତ୍ର ଅଭିଯାନ ।

ରାଉରକେଲା,୨୫/୧୦ : ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଜଙ୍ଗଲାଞ୍ଚଳରେ ବେଆଇନ ନିଶାଦ୍ରବ୍ୟ ଚାଷ ରୋକିବାକୁ ବନ ବିଭାଗ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି। ବଣାଇଁ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଓ ଅଫିମ ଚାଷର…
Read More...