Yearly Archives

2026

ଜିଲ୍ଲା ସ୍ତରୀୟ ଭୂମିକା ଅଭିନୟ ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ ।

​ଯାଜପୁର, ୧୧/୦୯(ପିପିଟି): ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ଯାଜପୁର ଦ୍ୱାରା ଜିଲ୍ଲା ସ୍ତରୀୟ ଭୂମିକା ଅଭିନୟ (Role…
Read More...

ପ୍ରଦୂଷଣ ବୋର୍ଡର କଟକଣାକୁ ‘ରି-ସଷ୍ଟେନେବିଲିଟି’ର ଖୋଲା ଉଲ୍ଲଙ୍ଘନ ।

ଯାଜପୁର ୧୧/୦୯ (ପିପିଟି): ପ୍ରାଧିକରଣ ଅନୁମୋଦନ କିମ୍ବା ବୈଧ ପ୍ରମାଣପତ୍ର ନାହିଁ; ଏହା ସତ୍ତ୍ୱେ ୬ ମାସ ହେଲା ଚାଲିଛି ଓଡ଼ିଶାର ଏକମାତ୍ର ବିପଜ୍ଜନକ ବର୍ଜ୍ୟ ପରିଚାଳନା ପ୍ରକଳ୍ପ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଟକଣା…
Read More...

ଯାଜପୁର ଗସ୍ତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଯାଜପୁର, ୧୧/୦୯(ପିପିଟି ):ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଖାଦ୍ୟ ଯୋଗାଣ ବ୍ୟବସ୍ଥା ସହ ବନ୍ୟା ପରିସ୍ଥିତିରେ…
Read More...

କୣଷକ ସଂଗଠନ ଏଆଇକେଏମଏସର ତୣତୀୟ ଜିଲ୍ଲା ସମ୍ମିଳନୀ ସୋରଡ଼ାରେ ଅନୁଷ୍ଠିତ।

ସୋରଡ଼ା,୧୧/୦୯(ପିପିଟି): ସର୍ବଭାରତୀୟ କୣଷକ ସଂଗଠନ ଅଖିଳ ଭାରତ କିଶାନ୍ ମଜଦୁର ସଭାର ତୣତୀୟ ଜିଲ୍ଲା ସମ୍ମିଳନୀ ଶୁକ୍ରବାର ଦିନ ସୋରଡ଼ା କାଳୀ ମନ୍ଦିର ସଭାଗୣହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ଲାଲ ପତାକାକୁ…
Read More...

ଯାଜପୁରରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ।

ଯାଜପୁର,୧୧/୦୯(ପିପିଟି ): ଯାଜପୁର ପଞ୍ଚାୟତ ସମିତି ପରିସରରେ ଆଜି ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ସହାୟତା ଓ ବିଭିନ୍ନ…
Read More...

ଉଲ୍ଲାସ ସଚେତନତା ରଥ ପରିକ୍ରମା ।

ବେଗୁନିଆପଡା ,୧୧/୦୯(ପିପିଟି): ସାକ୍ଷରତା ପକ୍ଷ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ସାକ୍ଷରତା ଓ ଶିକ୍ଷା ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ‘ଉଲ୍ଲାସ’ ସଚେତନତା ରଥ ପରିକ୍ରମା କରିଛି। ଶୁକ୍ରବାର ଏହି ରଥ କେ. ବରିଡ଼ା ଓ…
Read More...

ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ।

ଭଞ୍ଜନଗର, ୧୧/୦୯(ପିପିଟି ):ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉପସ୍ଥିତ…
Read More...

ଲଦ ସିକକାଙ୍କୁ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ କଲେ ନିୟମଗିରି ଡ଼ଙ୍ଗରିଆ।

​କଲ୍ୟାଣସିଂହପୁର, ୧୧ /୦୯(ପିପିଟି):ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୁଲିସ ଗିରଫ ଘଟଣାକୁ ନେଇ କଲ୍ୟାଣସିଂହପୁର ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲଦଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ…
Read More...

ଓଏସ୍‌ଏସ୍‌ଏଫ୍‌ ଯବାନଙ୍କ ପାଇଁ ଏସ୍‌ବିଆଇ ସହ ଓଡ଼ିଶା ପୋଲିସର ଏମ୍‌ଓୟୁ ସ୍ୱାକ୍ଷର ।

ଭୁବନେଶ୍ୱର,୧୧/୦୯(ପିପିଟି): ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ (ଓଏସ୍‌ଏସ୍‌ଏଫ୍‌) ଯବାନମାନଙ୍କୁ ଅତିରିକ୍ତ ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ପୋଲିସର ଅପରେସନ୍ସ ୱିଙ୍ଗ୍ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ…
Read More...