Yearly Archives

2025

୬୦ କେଜି ଗଞ୍ଜେଇର ତରଳ ପଦାର୍ଥ ଜବତ, ଅଭିଯୁକ୍ତ ଚମ୍ପଟ ।

ମାଲକାନଗିରି,୦୩/୧୧(ପିପିଟି):ଗତ ରବିବାର ରାତି ୧୧ ଘଟିକା ସମୟରେ ଚିତ୍ରକୋଣ୍ଡା ପାଲିସ ଏସଆଇ ନିମାଇଁ ଚରଣ ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ ଅଞ୍ଚଳରେ ପେଟ୍ରୋଲଂ ଚାଲିଥିବା ବେଳେ ଏକ ବିଶ୍ବାସ ସୂତ୍ରରୁ ସୂଚନା ପାଇ ପୋଲିସ ସଦଳବଳେ…
Read More...

ମହାନ୍ ସଂଘର ଚାଳିଶିତମ ବାର୍ଷିକ ଉତ୍ସବ;ନିସ୍ୱାର୍ଥପର ସେବା ସଙ୍ଘକୁ ମହାନ କରିପାରିଛି ।

ବ୍ରହ୍ମପୁର,୦୨/୧୧(ପିପିଟି):ଦୀର୍ଘ ଚାଳିଶ ବର୍ଷ ଧରି ବ୍ରହ୍ମପୁର ରୁ ଦିଲ୍ଲୀ ପର୍ଯ୍ୟନ୍ତ ନିଶ୍ୱାର୍ଥପର ଜନସେବା କରି ମହାନ୍ ସଂଘ ନିଜ ନାମକୁ ପ୍ରକୃତରେ ସାର୍ଥକ କରି ମହାନ୍ ହୋଇ ପାରିଛି। ଦୀର୍ଘ ବର୍ଷ ଧରି…
Read More...

ଯାଜପୁର ରୋଡ ଏରିଆ ଡାକ୍ତରଖାନାକୁ ସବଡିଭିଜନାଲ ଡାକ୍ତରଖାନାକୁ ଉନ୍ନୀତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ସୁକିନ୍ଦା,୦୨/୧୧(ପିପିଟି): ଶିଳ୍ପ ରାଜଧାନୀ କଳିଙ୍ଗ ନଗର ର ମୁଖଶାଳା ବ୍ୟାସନଗର ସହର ରେ ଅବସ୍ଥିତ ଯାଜପୁର ରୋଡ ଏରିଆ ଡାକ୍ତରଖାନା କୁ ସବ ଡିଭିଜନାଲ ଡାକ୍ତରଖାନାରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ…
Read More...

କୋଦଳା ସବ୍ ଡିଭିଜନ ମାନ୍ଯତା ଦାବିକୁ ମିଳୁଛି ଅଭୁତପୂର୍ବ ଜନ ସମର୍ଥନ ।

ବେଗୁନିଆପଡା,୦୨/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲକୁ ସବ୍ ଡିଭିଜନ ମାନ୍ଯତା ଦାବି ଗୋଟିଏ ପଟେ ଜୋର୍ ଧରୁଥିବା ବେଳେ ଏହି ଦାବିକୁ ଏବେ ଅଦ୍ଭୁତପୂର୍ବ ଜନ ସମର୍ଥନ ମିଳୁଛି। ସବ୍ ଡିଭିଜନ ମାନ୍ଯତା ପ୍ରଦାନ ଦାବିରେ…
Read More...

ପାଣ୍ଡିରିପଡା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଏନ.କିୟୁ.ଏ.ଏସ. ପୁରସ୍କାର।

ପୋଲସରା ,୦୨/୧୧(ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର( ପୂର୍ବତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)କୁ ସମ୍ମାନଜନକ…
Read More...

ପୋଲସରା ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ଦୁର୍ନିତି ନିବାରଣ ସାଧୁତା ଶପଥପାଠ।

ପୋଲସରା ,୦୨/୧୧(ପିପିଟି) : ଦୁର୍ନିତି ମୁକ୍ତ ସମାଜ ଗଠନରେ ପ୍ରତ୍ୟେକ ନାଗରିକଙ୍କ ପ୍ରମୁଖ ଭୂମିକା ରହିଛି। ଏଥିସହ ଏ କ୍ଷେତ୍ରରେ ବ୍ୟାପକ ସଚେତନତା ରହିବ ଆବଶ୍ୟକ ଯାହାଫଳରେ ଏକ ସୁସ୍ଥ ଓ ପ୍ରଗତିଶିଳ ସମାଜ ଗଠନ ନିଶ୍ଚିତ…
Read More...

ମାଣିତରା ଏଏଏମକୁ ଏନ.କିୟୁ.ଏ.ଏସ. ସାର୍ଟିଫିକେଟ ।

ପୋଲସରା,୦୨/୧୧(ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର( ପୂର୍ବତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)କୁ ସମ୍ମାନଜନକ ଏନ.କିୟୁ.ଏ.ଏସ.…
Read More...

ପୋଲସରା ଏନଏସିରେ ଦୁର୍ନିତି ନିବାରଣ ସଚେତନତା ଏଵଂ ଶପଥପାଠ।

ପୋଲସରା ,୦୨/୧୧(ପିପିଟି) :ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ନିତିର ମୂଳ ଉପ୍ତାଟନ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅଧିକ ଜନ ସଚେତନତା ପାଇଁ ଦୁର୍ନିତି ନିବାରଣ ସପ୍ତାହ ଦେଶବ୍ୟାପୀ ପାଳନ ହେଉଥିବା ବେଳେ ଗଂଜାମ…
Read More...

ମାଲକାନଗିରି ସଦରରେ ସେକ୍ସ ରାକେଟ ଠାବ,୬ ଗିରଫ ।

ମାଲକାନଗିରି, ୦୨/୧୧(ପିପିଟି): ମାଲକାନଗିରି ସଦର ମହକୁମା ସ୍ଥିତ ଏକ ଭଡ଼ା ଘରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ପୋଲିସ ଅଚାନକ ଚଢ଼ାଉ କରି ରାଣୀ ମହୁମାଛି ସମେତ ୬ ଜଣକୁ ଗିରଫ…
Read More...

ଟାଙ୍ଗୀସାହି ରେ ନିଆରା ଅଷ୍ଟପ୍ରହରୀ ନାମ ସଂକ୍ରୀର୍ତ୍ତନ ଅନୁଷ୍ଠିତ।

ବୋଲଗଡ଼,୦୨/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଫାସିଓଦା ପଞ୍ଚାୟତ ଟାଙ୍ଗୀସାହି ଏବଂ ଭୀମପଡ଼ା ଗ୍ରାମରେ ପାରମ୍ପରିକ ଅଷ୍ଟପ୍ରହରୀ ନାମ ସଂକ୍ରୀର୍ତ୍ତନ ଅନୁଷ୍ଠିତ ହୋଉଅଛି। ଧାର୍ମିକ କାର୍ତ୍ତିକ ମାସର ପର୍ବ…
Read More...