Yearly Archives

2024

ଐତିହାସିକ ତାକରଡ଼ା ଗୁଳିକାଣ୍ଡର ୭୬ ବର୍ଷ ପୂର୍ତ୍ତି। ଚାଷୀ ଆନ୍ଦୋଳନକୁ ତେଜୀୟାନ କରୁଛି ତାକରଡ଼ାର ଶହିଦ୍ ବେଦୀ ।

ସ୍ୱାଧୀନତାପ୍ରାପ୍ତି ପାଇଁ ସଂଗ୍ରାମ ସହ ସ୍ୱାଧୀନତା ପରେ ମଧ୍ୟ ବହୁ ଗଣସଂଗ୍ରାମ ହୋଇଛି । ସ୍ୱାଧୀନତାପରେ ମଧ୍ୟ ସାଧାରଣମଣିଷ ର ଜୀବନଜୀବିକା କୃଷକ ଶ୍ରମିକ କ୍ଷେତମୁଲିଆ ଶ୍ରେଣୀ ତାଙ୍କ ସର୍ବନିମ୍ନ ଦାବୀ ଓ ଅଧିକାର ପାଇଁ…
Read More...

ବେଲଗୁଣ୍ଠାର ସର୍ବ ପୁରାତନ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ନୃସିଂହ ଜନ୍ମୋତ୍ସବ ମହାସମାରୋହରେ ପାଳିତ ।

ବେଲଗୁଣ୍ଠା,୨୩/୦୫(ପିପିଟି):ଗଞ୍ଜାମ ଜିଲ୍ଲାର ପ୍ରମୁଖ ମନ୍ଦିର ମାଳିନୀ ସହର ମଧ୍ୟରେ ବେଲଗୁଣ୍ଠା ଅନ୍ୟତମ।ଏହି ସହରର ଆଶା, ବିଶ୍ୱାସର ଆଧାର ହେଉଛନ୍ତି ପ୍ରଭୁ ଲକ୍ଷ୍ମୀ ନୃସିଂହ । ଏହି ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା…
Read More...

ନାଟ୍ୟ ନିର୍ଦ୍ଦେଶକଙ୍କ ପରଲୋକ ।

ବେଲଗୁଣ୍ଠା, ୨୩/୦୫(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଦଣ୍ଡନାଚ ନିର୍ଦ୍ଦେଶକ ତଥା କେଶରାପଲ୍ଲୀ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଘନଶ୍ୟାମ ବିଷୋୟୀଙ୍କର ଆଜି ଅପରାହ୍ଣରେ ପରଲୋକ ଘଟିଛି I ମୃତ୍ୟୁ…
Read More...

ଶାନ୍ତିପଥର ଷଷ୍ଠ ବାର୍ଷିକୋତ୍ସବ-୨୦୨୪ ।

ଖୋର୍ଦ୍ଧା,୨୩/୦୫(ପିପିଟି): ଭୁବନେଶ୍ବର ୟୁନିଟ୍ ୯ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସାମାଜିକ ଓ ବୌଧିକ ଅନୁଷ୍ଠାନ ଶାନ୍ତିପଥର ଷଷ୍ଠ ବାର୍ଷିକ ଉତ୍ସବ ପାଳନ କରାଯାଉଅଛି। ଅନୁଷ୍ଠାନ ର ପ୍ରତିଷ୍ଠାତା ଶିବନାରାୟଣ ମିଶ୍ରଙ୍କ…
Read More...

ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର, ସଂସ୍ପର୍ଶ ରେ ଆସି ଗାଈର ମୃତ୍ୟୁ ।

ସୁବର୍ଣ୍ଣପୁର ,୨୩/୦୫(ପିପିଟି) : ସୋନପୁର ସହର ୱାର୍ଡ ନଂ ୧୩ କୁମ୍ଭାର ପଡା ଠାରେ ଦୀର୍ଘ ବର୍ଷ ରୁ ମୁକୁଳା ହୋଇ ପଡିଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି ଗତକାଲି  ସକାଳୁ ସକାଳୁ ଏକ ଗାଇର ମୃତ୍ୟୁ ହୋଇଥିବା ଦେଖିବାକୁ…
Read More...

ମାଳତୀରେ ଐତିହାସିକ ଗୋଷ୍ଠ ଶୀତଳ ଉତ୍ସବ ।

ବେଲଗୁଣ୍ଠା, ୨୨/୦୫(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ ମାଳତୀ ଗ୍ରାମରେ ଗୋଲା ସମ୍ପ୍ରଦାୟର ଐତିହାସିକ ତଥା ପାରମ୍ପରିକ ପର୍ବ ଗୋଷ୍ଠ ଶୀତଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମଙ୍ଗଳବାର ରାତିରେ ରୀତିନୀତି ମୁତାବକ…
Read More...

***ତୁମ ଗାଁ***

ତୁମ ଗାଁ ଚହଟୁଛି ମଲ୍ଲୀ ଫୁଲ ବାସେ ବସନ୍ତରେ କୋଇଲିଟା କୁହୁ କୁହୁ ଭାଷେ । ସୁନ୍ଦର ସରଳ ତୁମ ଗାଁ ର ମଣିଷ ଲାଗେ ସବୁ ଆପଣର ମୁହଁ ହସ ହସ । ତୁମ ଗାଁ ଟିକି ନଈ କୁଳୁ କୁଳୁ ବହେ ସବୁଜ ସୁନ୍ଦର କ୍ଷେତ ଜନମନ ମୋହେ ।…
Read More...

ବେଲପଡା ଠାରେ ଲଷ୍ମୀ ନୃସିଂହ ଯାତ୍ରା ଅନୁଷ୍ଠିତ ।

କୋଦଳା,୨୨/୦୫(ପିପିଟି):କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ୱାର୍ଡ ଇନାମ ବେଲପଡା ଠାରେ ପୂଜାପାଉଥିବା ଲଷ୍ମୀନୃସିଂହ ମନ୍ଦିର ଠାରେ ମହାପ୍ରଭୁଙ୍କ ନୃସିଂହ ଚତୁର୍ଦ୍ଦଶୀ ଯାତ୍ରା ମହା ଆଡମ୍ବର ସହିତ ଗ୍ରାମର ଉତ୍ସାହି…
Read More...

ଗୁଣି ସନ୍ଦେହରେ ମାଡମାରବା ଘଟଣାରେ ୮ ଗିରଫ ।

ମାଲକାନଗିରି,୨୧/୦୫(ପିପିଟି) :ପଡିଆ ବ୍ଳକର କାଲଦାପଲ୍ଲୀ ପଞ୍ଚାୟତ ନିକଟସ୍ଥ ତାଙ୍ଗୁଡୁକୋଣ୍ଡା ଗାଁ ରେ ଗୁଣିଗାରେଣି ସନ୍ଦେହରେ ଫାଶୀ ଓ ହତ୍ୟାର ଧମକ ଦେବା ସହିତ କଙ୍ଗାରୁ କୋର୍ଟରେ ନିର୍ଦ୍ଧୁମ ମାଡ ମାରିଥିବା ଘଟଣାରେ ୮…
Read More...

***ମୁଁ ବିଦଗ୍ଧ ପ୍ରେମିକ***

ପ୍ରେମିକା ଭାବିଣ ହୃଦେ ସାଇତିବି କରୁଥିବି ସ୍ମୃତି ତୁମ ଚାରଣ.... ତୁମେ ଜହ୍ନ ହୋଇ ଉଇଲେ ଗଗନେ ଦେଖୁଥିବ ମୋର ବେନି ନୟନ । ନିତି ପ୍ରଭାତରେ ଫୁଲ ହୋଇ ଡାଳେ ଫୁଟିଲେ ସୁଗନ୍ଧେ ହେବି ତନ୍ମୟ.... ଶୀତ ହୋଇ କେବେ ଛୁଇଁଲେ…
Read More...