କୋଦଳାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ।
କୋଦଳା,୧୦/୦୯(ପିପିଟି):କୋଦଳା କୋର୍ଟ ପରିସରରେ ଥିବା ତିନୋଟି ଅଦାଲତର,ଦୀର୍ଘ ଦିନରୁ ବିଚାରାଧୀନ ଥିବା ବିଭିନ୍ନ ମକଦ୍ଦମା ର ସମାଧାନ ଏବଂ ଫଇସଲା କରିବା ପାଇଁ ଶନିବାର ଦିନ "ରାଷ୍ଟ୍ରୀୟ ଲୋକ ଅଦାଲତ", ଅନୁଷ୍ଠିତ ହୋଇଯାଇଛି…
Read More...
Read More...