କବିସୂର୍ଯ୍ୟନଗର ନାଗରିକଙ୍କ ଦ୍ବାରା ଥାନା ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା।

0 421

କବିସୂର୍ଯ୍ୟନଗର,୦୯/୦୯(ପିପିଟି): ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କୁ ଅନ୍ଯ ଜିଲ୍ଲାକୁ ବଦଳି ହୋଇଯାଇଛି। କବିସୂର୍ଯ୍ୟନଗର ନାଗରିକ ମାନଙ୍କ ତରଫରୁ ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର,ପଣ୍ଡିତ ପ୍ରଭାକର ମିଶ୍ର,କବିସୂର୍ଯ୍ୟନଗର ପ୍ରେସକ୍ଲବ ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ,ପିପିଟି ପ୍ରତିନିଧି ଉମାଚରଣ ପଟ୍ଟନାୟକ, ସମାଜସେବୀ ମଦନ ମୋହନ ପାଳ, କୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

Leave A Reply

Your email address will not be published.