Yearly Archives

2023

ଶିକ୍ଷା ବିଭାଗର ସିଆରସିସି ବନ ବିହାରି ଦିଗାଲଙ୍କ ପରଲୋକ ।

ବାଲିଗୁଡା,୦୪/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ଡାମିକିଆ କ୍ଳଷ୍ଟରରେ କାର୍ଯ୍ୟରତ ଶିକ୍ଷା ବିଭାଗର ସି.ଆର.ସି.ସି ବନବିହାରି ଦିଗାଲ ଭୂବନେଶ୍ବର ସ୍ଥିତ ଆଇ.ଜି.କେ.ସି ମେଡିକାଲରେ ଚିକିତ୍ସାଧିନ…
Read More...

ଶନିଶ୍ଚର ଦେବଙ୍କ ୯ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ।

ବୋଲଗଡ଼,୦୪/୦୨(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପୋଡାପାଟଣା ଗ୍ରାମରେ ଶନିଶ୍ଚର ଦେବଙ୍କର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ପୋଡପାଡଣା ଗ୍ରାମବାସୀ ମାନଙ୍କ ଦ୍ବାରା ଏହା ଆୟୋଜିତ କରାଯାଇଥିଲା।…
Read More...

ଗରୀବର ବନ୍ଧୁ ଶିକ୍ଷୟତ୍ରୀ ରଶ୍ମିତାଙ୍କ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ ।

ହିଞ୍ଜିଳିକାଟୁ,୦୪/୦୨(ପିପିଟି):ମାନବ ସେବା ମାଧବ ସେବା ଏବଂ ମାନବ ସମାଜକୁ ଭଲପାଇ ଅନ୍ୟର ଦୁଃଖ ଦୂର କରିବାପାଇଁ ଚେଷ୍ଟା ଜାରି ରଖିଛନ୍ତି ଶିକ୍ଷୟତ୍ରୀ ରଶ୍ମିତା ରାଉଳ । ଗରିବଙ୍କ ସେବା କରିବାରେ ଶ୍ରେୟ ଭାବି ବୈବାହିକ…
Read More...

ୟୁଡିଏ ତରଫରୁ ଭଞ୍ଜନଗର ଆରଟିଓଙ୍କୁ ସମ୍ବର୍ଦ୍ଧନା ।

ଭଞ୍ଜନଗର,୦୪/୦୨(ପିପିଟି):ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟଙ୍କୁ ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀ ରାୟ ନିଜ କାର୍ଯ୍ୟଶୈଳୀ ଦ୍ୱାରା ଖୁବ କମ ଦିନ ମଧ୍ୟରେ ଅଧିକ…
Read More...

ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ।

ଭଞ୍ଜନଗର,୦୩/୦୨(ପିପିଟି):ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ମୁଜାଗଡ଼ ଠାରେ ଏକ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ପ୍ରାୟ ସବୁ ସ୍ଥାନରେ ନିର୍ବାଚନ ବିଗୁଲ…
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ : ଠିକାଦାର ଓ ଯନ୍ତ୍ରୀ ମଧ୍ଯରେ ମଧୁଚଦ୍ରିକା ।

ବାଲିଗୁଡ଼ା,୦୩/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ଥିବା ୫୯ ନଂ.ଜାତୀୟ ରାଜପଥ ଠାରୁ ଚିଙ୍ଗିରୀଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା…
Read More...

ରବୀନ୍ଦ୍ର କୁମାର ଦାସଙ୍କୁ “ସାମ୍ବାଦିକ ଗୌରବ ସମ୍ମାନ” ।

ବାଲିଗୁଡ଼ା,୦୩/୦୨(ପିପିଟି):କନ୍ଧମାଳ ଜିଲ୍ଲାର ପୁରୁଖା ସାମ୍ବାଦିକ ରବୀନ୍ଦ୍ର କୁମାର ଦାସ(ରବି ଭାଇ) ଙ୍କୁ ଚଳିତବର୍ଷର ମର୍ଯ୍ୟାଦା ପୂର୍ଣ୍ଣ "ସାମ୍ବାଦିକ ଗୌରବ ସମ୍ମାନ" ପାଇବାକୁ ମନୋନୀତ ହୋଇଛନ୍ତି। କନ୍ଧମାଳ ଭଳି ପଛୁଆ…
Read More...

ସତୀଗୁଡା ଜଳସେଚନ କାର୍ଯ୍ୟାଳୟରେ ପାଣିପଞ୍ଚାୟତ ପକ୍ଷ ପାଳିତ ।

ମାଲକାନଗିରି,୦୨/୦୨(ପିପିଟି):ମାଟି ବନ୍ଧ ବିଭାଜନ ଚିତ୍ରକୋଣ୍ଡା ଆନୁକୂଲ୍ୟରେ ମାଲକାନଗିରି ସଦର ମହକୁମା ସ୍ଥିତ ସତୀଗୁଡା ଜଳସେଚନ କାର୍ଯ୍ୟାଳୟ ପରିସରରେ ପାଣିପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
Read More...

ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଶେରଗଡ଼,୦୨/୦୨(ପିପିଟି):ଶେରଗଡ ବ୍ଲକ ନରେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ମହା ଉତ୍ସବ ସମାରୋହରେ ପାଳିତ ହୋଇଛି । ଅତିଥି ମାନଙ୍କୁ ଛାତ୍ରଛାତ୍ରୀଙ୍କ ଦ୍ବାରା ଶୁଭେଚ୍ଛା ଜଣାଇ ପାଛୋଟି ନିଆଯାଇଥିଲା। ପରେ…
Read More...

ପାଣି ଗାତରେ ପଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ।

ମାଲକାନଗିରି,୦୨/୦୨(ପିପିଟି):ପାଣି ଗାତରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହରରେ ଆଜି ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ରାସ୍ତା କାମ ପାଇଁ ମାଟି ଖୋଳାଯାଇଥିବା…
Read More...