ଗୁହାଳ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରା କାଠ ଜବତ,ଘର ମାଲିକ ଫେରାର।
ପୋଲସରା,୦୪/୦୮(ପିପିଟି):ବନ ବିଭାଗର ସ୍ଥାନୀୟ କର୍ମଚାରୀ ମାନେ ଆଜି ପୋଲସରା ବ୍ଳକ ର ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ଛଞ୍ଚାଣିଆ ପଲ୍ଲୀ ଗ୍ରାମ ର ଗୋଟିଏ ଗୁହାଳ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରା କାଠ ପଟା ଜବତ କରିଛନ୍ତି।…
Read More...
Read More...