ମାଛ ଜାଲରୁ ଅଜଗର ଉଦ୍ଧାର ।
ବୋଲଗଡ଼,୩୦/୦୯(ପିପିଟି): ବୋଲଗଡ ବ୍ଳକ ଅନ୍ତର୍ଗତ ମାଗୁରା ଗ୍ରାମ ନିକଟରେ ରହିଥିବା ହଡା ନଈରେ ଗ୍ରାମର କିଛି ଯୁବକ ମାଛ ପାଇଁ ଏକ ମୁଣ୍ଡୁଳି ଜାଲ ବସାଇ ଥିଲେ । ଆଜି ସକାଳ ସମୟରେ ମାଛ ଜାଲ ଝାଡ଼ିବା ବେଳେ ଏକ ୧୦ ଫୁଟିଆ ଅଜଗର…
Read More...
Read More...