Yearly Archives

2022

ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ୍ :ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ ।

ବାଲିଗୁଡା,୦୬/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ…
Read More...

ଦେଶୀ ମାଛ ମଡ଼କ: ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ ।

ବାଲିଗୁଡା,୦୬/୧୦(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି । ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ…
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଚିନ୍ମୟ ।

ଭଞ୍ଜନଗର,୦୬/୧୦(ପିପିଟି): ରାଷ୍ଟ୍ରର ମଙ୍ଗଳରେ ଯୁବପୀଢ଼ିଙ୍କ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ହୃଦଙ୍ଗମ କରି ସାଂପ୍ରତିକ ସ୍ଥିତିରେ ସମାଜରୁ ରକ୍ତର ଅଭାବ ଦୂର କରିବା ପାଇଁ ଅହରହ ଉଦ୍ୟମ କରୁଥିବା କେ. ନୂଆଗଡ଼…
Read More...

ମହଙ୍ଗା ପଡିଲା ପାହାଡ଼ ଉପରକୁ ଯାଇ ପାଠ ପଢିବା : ବଜ୍ରାଘାତରେ ତିନି ଛାତ୍ର ଆହତ ।

ବାଲିଗୁଡା,୦୬/୧୦(ପିପିଟି): ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ…
Read More...

ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ।

କନ୍ଧମାଳ,୦୬/୧୦(ପିପିଟି): ପବିତ୍ର ଦଶହରା ପର୍ବରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା…
Read More...

ମୌଳିକ ସୁବିଧାରୁ ବଞ୍ଚିତ ଡୁଗୁଡ଼ିପାରି ଗ୍ରାମବାସୀଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ।

ବାଲିଗୁଡା,୦୫/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ)…
Read More...

ବିକାଶ ଠାରୁ ବହୁ ଦୂରରେ ଅବହେଳିତ ଗାଁ ଲାଣ୍ଡାପାଜୁ: ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ଗ୍ରାମବାସୀ ।

ବାଲିଗୁଡା,୦୫/୧୦(ପିପିଟି): କନ୍ଧମାଳ ଜିଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି। ବିକାଶ କଥା ବହୁ ଦୂରରେ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା…
Read More...

ଅବହେଳିତ ହସ୍ତିନୀ ଦେବୀଙ୍କ ପୀଠ ବା ହାତିଆସୁଣି ପୀଠର ଉନ୍ନତି କରଣ ପାଇଁ ଦାବି ।

ବୋଲଗଡ଼,୦୪/୧୦(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗର ଗାଁ ପଞ୍ଚାୟତର ସାଗର ଗାଁ ଗ୍ରାମର ହସ୍ତିନୀଦେବୀ ପୀଠ ହେଉଛି ବହୁ ପ୍ରାଚୀନ ଓ ଐତିହାସିକ। ମା ହସ୍ତିନୀଙ୍କ ର ବିଜେସ୍ତଳୀ, କାହିଁ କେଉଁ କାଳରୁ…
Read More...

ଗଛକୁ ପିଟିଲା ବାଇକ ; ଚାଳକ ମୃତ ।

ଭଞ୍ଜନଗର,୦୪/୦୯(ପିପିଟି): ଭଞ୍ଜନଗର - ମୁଜାଗଡ଼ ରାସ୍ତାର ବୁଦୁଲି ନିକଟ ପୋଲ ଫେକ୍ଟ୍ରି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୁଜାଗଡ଼ ଗ୍ରାମର ଭଞ୍ଜ ସେଠୀ…
Read More...

ମା’ ଉଖୁଡେଇ ବଣିକ ସଂଘ ତରଫରୁ ୨୫ତମ ଦୁର୍ଗାପୂଜା ।

ଭଞ୍ଜନଗର,୦୩/୧୦(ପିପିଟି): ଭଞ୍ଜନଗର ନିକଟସ୍ଥ କଣ୍ଟେଇ ପଲ୍ଲୀ ଛକ ଠାରେ ଚଳିତ ବର୍ଷ ମା' ଉଖୁଡେଇ ବଣିକ ସଂଘ ତରଫରୁ ୨୫ତମ ଶାରଦୀୟ ଦୁର୍ଗାପୂଜା ଯାକ ଜମକ ସହକାରେ ଅନୁଷ୍ଠିତ ହେଉଅଛି।ଦେବୀ ଦୁର୍ଗାଙ୍କର ସୁନ୍ଦର ମୃଣ୍ମୟୀ…
Read More...