Yearly Archives

2022

ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ୬୫.୫୪ ପ୍ରତିଶତ ଭୋଟଦାତା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି ।

ଛତ୍ରପୁର,୧୬/୦୨(ପିପିଟି): ଗଞ୍ଜାମ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନିର୍ବାଚନକୁ ସୁଚାରୁ ରୂପେ ସଂପାଦନ କରିବା ନିମିତ୍ତ ସମସ୍ତ ଅଧିକାରୀ ନିଜର ଦାୟୀତ୍ବ ସଠିକ୍ ରୂପେ…
Read More...

ନିର୍ବାଚନ କାର୍ଯ୍ୟ ଆଦେଶ ପାଇ କାର୍ଯ୍ୟରେ ଯୋଗ ଦେଇ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ…

ଛତ୍ରପୁର,୧୬/୦୨(ପିପିଟି): ଗଞ୍ଜାମ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପୋଲିଂ ଅଧିକାରୀ ଗଣଙ୍କୁ ନିର୍ବାଚନ ନିଯୁକ୍ତି ଆଦେଶ ପ୍ରଦାନ କରାଯାଇଅଛି । ନିର୍ବାଚନ କାର୍ଯ୍ୟ ଏକ ସାମ୍ବିଧାନିକ କାର୍ଯ୍ୟ । ଏହି…
Read More...

ବଣ୍ଡଗୁଡ଼ା ପଞ୍ଚାୟତବାସୀ ଭୋଟ ବର୍ଜନ କଲେ ।

ବାଲିଗୁଡା,୧୬/୦୨(ପିପିଟି): କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏପଟେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ…
Read More...

ପ୍ରଥମ ପର୍ଯ୍ଯାୟ ଭୋଟ ଶେଷ, ପୋଲସରା ବ୍ଲକରେ ୬୭.୦୬ ପ୍ରତିଶତ ଭୋଟ।

ପୋଲସରା,୧୬/୦୨(ପିପିଟି):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୨୬ଟି ପଞ୍ଚାୟତର ୨୬୯ ଟି ବୁଥରେ ଶାନ୍ତିପୂର୍ଣ୍ଣ ମତଦାନ ସରିଛି। ନିର୍ବାଚନ ପୂର୍ବ ଦିନ କଳମ୍ବ ଓ ମନ୍ଦାର ପଞ୍ଚାୟତରେ ଉତ୍ତେଜନା ଓ ଆକ୍ରମଣକୁ ନେଇ ଥାନାରେ ମାମଲା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୫୨।

ଭୁବନେଶ୍ବର ୧୬/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୫୨ ପଜିଟିଭ ସଂଖ୍ୟା ୧୨,୭୯,୮୯୮ ଚିହ୍ନଟ ହୋଇଛନ୍ତି ୧୨,୬୧,୪୬୭ ଜଣ ସୁସ୍ଥ ହୋଇଥିବା ବେଳେ ୯,୪୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୯୪୫ ଜଣଙ୍କର ମୃତ୍ୟୁ…
Read More...

ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ, ତିନି ଜୋନରୁ ୭୮ ହଜାର ୭୪୪ ମତଦାତା ମତ ସାବ୍ୟସ୍ତ କରିବେ ।

ବାଲିଗୁଡା,୧୬/୦୨(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନର ଆଜି ଭୋଟ ଗ୍ରହଣ ହେବ । ବାଲିଗୁଡା ବ୍ଲକରେ ୧୮୩ ବୁଥ ରେ ୩୮୧୩୬ ଜଣ ଭୋଟର…
Read More...

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ।

ମୁମ୍ବାଇ:ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ୬୯ ବର୍ଷରେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ…
Read More...

କଂଗ୍ରେସ ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟାଙ୍କ ପାଇଁ ପ୍ରଚାର କଲେ ବିଧାୟକ ରମେଶ ଚନ୍ଦ୍ର ଜେନା ।

ବ୍ରହ୍ମପୁର, ୧୫/୦୨(ପିପିଟି): ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ପଞ୍ଚାୟତରେ ଆଜି ଗଞ୍ଜାମ ଜିଲ୍ଲା ଜାତୀୟ କଂଗ୍ରେସ ସଭାପତି ତଥା ବିଧାୟକ ସାନଖେମୁଣ୍ଡି ରମେଶ ଚନ୍ଦ୍ର ଜେନା ଜୋରଦାର ପ୍ରଚାର କରିଥିବା ଦେଖିବାକୁ…
Read More...

କଳମ୍ବରେ ବିଜେଡିରେ ଗୋଷ୍ଠୀ କନ୍ଦଳ;ସରପଞ୍ଚଙ୍କୁ ଆକ୍ରମଣ।

ପୋଲସରା,୧୫/୦୨(ପିପିଟି): ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଆଜି ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ଉଗ୍ର ରୁପ ଧାରଣ କରିଛି। ଗୋଟିଏ ଗୋଷ୍ଠୀ ଆଜି ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି…
Read More...

କବୟିତ୍ରୀ ସ୍ନେହଲତା ଦ୍ୱିବେଦୀଙ୍କୁ ସମ୍ବର୍ଦ୍ଧନା ।

ମାଲକାନଗିରି,୧୫/୦୨(ପିପିଟି): କଟକ ମାଟିର ସନ୍ତାନ ବରିଷ୍ଠ କବୟିତ୍ରୀ ସ୍ନେହଲତା ଦ୍ୱିବେଦୀଙ୍କ ମାଲକାନଗିରି ଗସ୍ତ ଅବସରରେ କୁଡୁମୁଲୁଗୁମ୍ମା ଡାର୍ୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ…
Read More...