ସରକାରଙ୍କ ବସୁଧା ଯୋଜନା ବିଧାୟକଙ୍କ ବ୍ଲକରେ ଫେଲ ମାରିଲା:ଜଳକଷ୍ଟ ଯୋଗୁଁ ଲୋକେ ପିଉଛନ୍ତି ଗୋଳିଆ ପାଣି ।
ବାଲିଗୁଡା,୦୫/୦୬(ପିପିଟି): ସରକାରଙ୍କ ବସୁଧା ଯୋଜନା ଫେଲ୍ । ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୂଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷ୍ଣା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା…
Read More...
Read More...