ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଯାପିତ ।
ବ୍ରହ୍ମପୁର,୦୯/୦୬(ପିପିଟି): ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ର ୩ୟ ଜିଲ୍ଲା ସମ୍ମିଳନୀ ଭଞ୍ଜନଗର ର ବଳଭଦ୍ର ଜାନି ନଗର ସ୍ଥିତ ଆଦିବାସୀ ବୀର ଚକରା ବିଷୋୟୀଙ୍କ ହଲ୍ ରେ ସଫଳତାର ସହ ଉଦଯାପିତ ହୋଇଯାଇଛି।…
Read More...
Read More...