ସୁର୍ଯ୍ୟକାନ୍ତି ମେଡିକାଲ ଷ୍ଟୋର ସିଲ । ଜିଲ୍ଲା By PPT NEWS Last updated Jul 15, 2020 0 365 Share ଭଞ୍ଜନଗର, ୧୫/୦୭(ପିପିଟି);ଆଜି ମଧ୍ୟାହ୍ନରେ ଭଞ୍ଜନଗର ମେଡିକାଲ ସାମ୍ନାରେ ଥିବା ଏକ ଔଷଧ ଦୋକାନ କୋଭିଡ଼ ନିୟମ ଉଲଂଘନ କରି ଲୋକଙ୍କ ଭିଡ଼ ଥିବା ସହ ସାମାଜିକ ଦୂରତା ନଥିବା ଦେଖି ଉକ୍ତ ଦୋକାନ କୁ ପ୍ରଶାସନ ତରଫରୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ କରାଯାଇଛି।ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ । 0 365 Share