ନିଜ ଜନ୍ମ ଦିନରେ ଯୁବ ସାମ୍ବାଦିକ ବାଣ୍ଟିଲେ ମାସ୍କ,ସାବୁନ ଓ ସାନିଟାଇଜର ।

0 185

ଉଲୁଣ୍ଡା ,(ପିପିଟି)୩୦/୦୪- କୋଭିଡ ୧୯ ରେ ସାରା ପୃଥିବୀ ସଂଗ୍ରାମ କରୁଥିବା ବେଳେ ସାରା ଭାରତ ଲକ୍ ଡାଉନ  ରହିଛି ।ଏହି ଦୁଖଦ ସମୟରେ ନିଜ ଜନ୍ମ ଦିନକୁ ଖୁସିରେ ପାଳନ କରିବ ପରିବର୍ତ୍ତେ ଦୁଃଖ କଷ୍ଟରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚି କରୋନା ସମ୍ପର୍କିତ ସଚେତନ ବାର୍ତ୍ତା ଦେବା ସହ ଲୋକଙ୍କୁ ମାସ୍କ,ସାବୁନ,ସାନିଟାଇଜର ଆଦି ମାଗଣାରେ ବଣ୍ଟନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ଯୁବ ସାମ୍ବାଦିକ ରଜେନ୍ଦ୍ର କୁମାର ପଧାନ ।ତାଙ୍କର ଏହି ସେବା ମନୋଭାବକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିବା ସହ ଦୀର୍ଘାୟୁ କାମନା କରିଛନ୍ତି ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.