୧୧ମାସ ଶିଶୁକନ୍ୟାର ମା ନିଖୋଜ ଥାନାରେ ଏତଲା ଦେଲେ ସ୍ବାମୀ ।

0 89

କୋରାପୁଟ,(ପିପିଟି ନ୍ୟୁଜ୍)୩୦/୦୫,କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଏ ମାଲକାନଗିରି ପଞ୍ଚାୟତରେ ରହିଥିବା ମୁସୁଲ୍ମୁଣ୍ତା ଗ୍ରାମର ବସବାସ କରି ଆସୁ ଥିବା ବିବାହିତା ସ୍ତ୍ରୀ ରାଖୀ କୁଲଦୀପ ଆଜକୁ ପ୍ରାୟ ତିନିଦିନ ହେଲା ୧୧ମାସର ଶିଶୁ କନ୍ୟାଙ୍କୁ ଛାଡି ନରେନ୍ଦ୍ର କୁଲଦୀପଙ୍କ ସ୍ତ୍ରୀ ନିଖୋଜ ହୋଇଯାଇଥିବା ବେଳେ ଶିଶୁଟି ଡାଉଲ ବିକଲ ହୋଇ ମା  ଡାକଦେଉଛି,ମା ଯେଉଁଠି ଥିଲେବି ସେ ଫେରି ଆଶି ନିଜ ସନ୍ତାନଙ୍କୁ କୋଳକୁ ନେଉ ବୋଲି ସ୍ବାମୀ ଏବଂ ଗ୍ରାମ ବାସୀ ମାନେ ବରାବର  ଖୋଜାଖୋଜି କରି ନପାଇବା ଯୋଗୁଁ ସ୍ବାମୀ ନିଜେ ଥାନାକୁ ଯାଇ ଏତଲା ଦେଇଥିବାର ସୂଚନା ମିଳିଛି। ଏ ବାବଦରେ ଦଶମନ୍ତପୁର ଥାନାକୁ ଫୋନ୍ ମାଧ୍ୟମରେ  ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଅସମ୍ଭବ ହୋଇ ଥିବାର ଦେଖିବାକୁ ମିଳିଛି।
ରିପୋର୍ଟ – ତପନ ହିଆଲ ।

Leave A Reply

Your email address will not be published.