ସୁରତରୁ ଯାଜପୁର ଆସିଥିବା ୧୦୫ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି ।

0 78

ଯାଜପୁର,(ପିପିଟି)୦୫/୦୫ ,ଗୁଜରାଟ ସୁରାତରୁ ଯାଜପୁରକୁ ଆସି ଥିବା ୧୦୫ ଲୋକଙ୍କୁ  ଛତିଆ ରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ବ୍ଲକକୁ ପଠାଯାଇଛି। ଏମାନେ ବିନା ସୂଚନା ରେ ପହଞ୍ଚି ଥିଲେ। ଧର୍ମଶାଳା ୧୬ ବରୀ ୬ ଯାଜପୁର ୫୩ ବଡ଼ଚଣା ୬ ସୁକିନ୍ଦା ୧ ବିଂଝାରପୁର ୨ ରସୁଲପୁର ୨୦ କୋରେଇ ୧ ଥିବା ଜଣାପଡିଛି ।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.