ସାନଖେମୁଣ୍ଡି ବ୍ଲକ ସାହାସପୁର ମେଡିକେଲରେ ଶିଶୁ ମୃତ୍ଯୁ ନେଇ ଉତ୍ତେଜନା ।

0 533

ବ୍ରହ୍ମପୁର/ସାନଖେମୁଣ୍ଡି:୩୦/୦୬(ପିପିଟି), ସୂଚନା ମୂତାବକ ଗତକାଲି ସାହାସପୁର ଗ୍ରାମର ବଡସାହିର ଏକ ପରିବାରର ୪ସଦସ୍ଯ ଝାଡାବାନ୍ତି ରୋଗରେ ପୀଡିତ ହୋଇ ମେଡିକେଲ ଯାଇଥିଲେ। ସଂପୃକ୍ତ ଡାକ୍ତର ଔଷଧ ପ୍ରଦାନ କରି ବିଦା କରିଦେଇଥିଲେ। ୪ଜଣଙ୍କ ଅବସ୍ଥା ଗୁରୁତର ରୁ ଗୁରୁତର ଆଡକୁ ଗତିକରିବା ସହ ପରିବାରର ୧୦ବର୍ଷର ପିଲାଟି ମୃତ୍ଯୁବରଣ କରିବା ଯୋଗୁଁ ଗ୍ରାମରେ ଉତ୍ତେଜନା ଲାଗିରହିଛି। ଡାକ୍ତରଙ୍କ ଅପାରଗତା ଯୋଗୁଁ ପିଲାଟିର ମୃତ୍ଯୁ ହୋଇଥିବା ସନ୍ଦେହରେ ମେଡିକେଲରେ ଶତାଧିକ ଲୋକ ଜମା ହୋଇ ପ୍ରତିବାଦ କରିଛନ୍ତି। ପ୍ରଶାସନ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

Leave A Reply

Your email address will not be published.