ସାଙ୍କୁଡା ପଞ୍ଚାୟତର ଲଛିପୁର ଗାଁରେ ଯୁବ ସଂଗଠନ ପକ୍ଷରୁ ବିଶୋଧକ ସିଞ୍ଚନ ।

0 84

ବେଗୁନିଆପଡା,(ପିପିଟି ନ୍ଯୁଜ୍)୧୭/୦୪- ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତର ଲଛିପୁର ଗାଁରେ ଆର୍ଟ ଅଫ୍ ଲିଭିଙ୍ଗ୍ ତରଫରୁ ଯୁବକ ମାନେ ଗ୍ରାମର ପ୍ରତ୍ୟେକ ଘର ଓ ସାହିରେ ନିଜ ଖର୍ଚ୍ଚରେ ବିଶୋଧକ ସିଞ୍ଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେବାଶିଷ ମହାରଣା,ପ୍ରଶାନ୍ତ ପରିଡା,କୈଳାଶ ସାହୁ,ବାବୁ ସାହୁ,ଟୁକୁନା ପଲେଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.