ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଛାତ୍ରଙ୍କ ସଫଳତା ।

0 271

ଭଞ୍ଜନଗର,୨୪/୦୭(ପିପିଟି); ଚଳିତ ବର୍ଷ ପ୍ରକାଶ ପାଇଥିବା ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଭଞ୍ଜନଗର ଶ୍ରୀରାମ ନଗର ସ୍ଥିତ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ଶ୍ରୀଧର ନାୟକ କୃତିତ୍ୱ ଅର୍ଜନ କରିଛନ୍ତି।ଶ୍ରୀଧରଙ୍କ ଘର ଜଗନ୍ନାଥ ପ୍ରସାଦ ରେ ହୋଇଥିବା ବେଳେ ସେ ଏହି ବିଦ୍ୟାଳୟ ଅଧ୍ୟୟନ କରୁଛନ୍ତି ।ଶ୍ରୀଧର ହେଉଛନ୍ତି ପିତା ବାଇଧର ନାୟକ ଓ ମାତା ପିଙ୍କି ନାୟକଙ୍କ ସୁପୁତ୍ର। ଏହି ସଫଳତା ପାଇଁ ଶ୍ରୀଧର ବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗୁରୁଜନ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.