ଆଜି ଭଞ୍ଜନଗର ରେ ୧୭ପଜିଟିଭ ଚିହ୍ନଟ । ଭଞ୍ଜନଗର,୨୪/୦୭(ପିପିଟି) ଆଜି ହସ୍ତଗତ

0 400

ଭଞ୍ଜନଗର,୨୪/୦୭(ପିପିଟି) ଆଜି ହସ୍ତଗତ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୩୨ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୧୭ଟି ପଜିଟିଭ କେଶ ସାମ୍ନାକୁ ଆସିଛି।ସେଥି ମଧ୍ୟରେ ଏନ.ଏ.ସି ୩ନଂ ୱାର୍ଡ ତେଲି ସାହିରୁ ୨ଜଣ,ମେନ ରୋଡ଼, କଳିଙ୍ଗ ନଗର, ଭେଜିପୁଟ ଅଞ୍ଚଳର ଜଣେ ଲେଖାଏଁ ଓ ଏହି ବ୍ଲକ କୁଲାଡ଼ରୁ ୨ଜଣ,ଡିହ ପଢାଳ ରୁ ୨ଜଣ,ଜାମ ପଲ୍ଲୀ,ଗୋଲାପଡା, ବେଣା କୁନ୍ଦା,ବଡ଼ କୋଦଣ୍ଡା, ବାଙ୍କ ଲେଡି, ଗଉଡ଼ିଆ ପଢାଳର ଜଣେ ଲେଖାଏଁ ଥିବା ବେଳେ ଏନ.ଏ.ସିର ଜଣେ କର୍ମଚାରୀ ଓ ଅନ୍ୟ ଜଣେ କୋରନା ଯୋଦ୍ଧା ଥିବା ଜଣାପଡିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.