ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ ।

0 236

ପଦ୍ମପୁର,(ପିପିଟି ନ୍ଯୁଜ୍)୨୦/୦୪:- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଗନ୍ଧମାର୍ଦନ ପାଦ ଦେଶରେ କୂଳୁକୂଳୁ ହୋଇ ବହିଯାଇଥିବା ପାପନାଶିନୀ ଝରଣାବୁକୁ ରେ ପଶ୍ଚିମାଂଚଳ ର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଅବସ୍ଥିତା ଇତିମଧ୍ୟରେ ରାଜ୍ୟସରକାର ପୁରୀ ମନ୍ଦିର ର ସେବାୟତ ମାନଙ୍କପାଇଁ ୫ହଜାର ଟଙ୍କାର ସହାୟତା ରାଶୀ ଘୋଷଣା କରିଛନ୍ତି ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ହେଲେ ଆମ ରାଜ୍ୟର ଅନେକ ମନ୍ଦିର ମାନଙ୍କ ର ସେବାୟତ ମାନଙ୍କ ପାଇଁ ମଧ୍ୟ ଏହା ଉଦ୍ଧିଷ୍ଟ ହେବା କଥା ହେଲେ ସେମିତି ଆଖିଦୃଶିୟା ପଦକ୍ଷେପ ରାଜ୍ୟ ସରକାର ନେଇ ନାହାନ୍ତିା ନୃସିଂହନାଥ ମନ୍ଦିର ରେ ପ୍ରାୟତଃ ୧୦୦ଜଣ ସେବାୟତ ଅଛନ୍ତି । ଏମାନଙ୍କୁ ଦୃଷ୍ଟିରେ ରଖି ସହାୟତା ରାଶି ଏଭଳି ସେବାୟତ ମାନଙ୍କୁ ମଧ୍ୟ ତିରନ୍ତ ଦେବାକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦିପ ପୁରୋହିତ (କୁନାଭାଇ) ସରକାରଙ୍କ ଠାରେ ଦାବୀ କରିଛନ୍ତି ।ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।Attachments area

Leave A Reply

Your email address will not be published.