ସମାଜସେବୀଙ୍କ ଦେହାନ୍ତ।

0 304

ବାଲିକୁଦା,୦୫/୧୦(ପିପିଟି); ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମପଞ୍ଚାୟତର ସରପଞ୍ଚ ଅଜୟ କୁମାର ମହାନ୍ତିଙ୍କ ବାପା ଦିବାକର ମହାନ୍ତି ନିଜ ଜନ୍ମିତ ଗ୍ରାମ ତିତିରାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ଏକ ଶହ ବର୍ଷ ହୋଇଥିଲା । ସେ ଜଣେ ଅତ୍ୟନ୍ତ ଲୋକପ୍ରିୟ ପରୋପକାରୀ ବ୍ୟକ୍ତି ଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.