ସବୁ ବେଳେ ସବୁ ସମୟରେ ଲୋକଙ୍କ ସହ ଅଛି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ : ହିମାଂଶୁ ।

0 322

ଯାଜପୁର,୨୦/୦୮(ପିପିଟି); ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଲଗାଣ ବର୍ଷା ଦ୍ୱାରା ଜଳବନ୍ଦୀ ଓ ଚାଳ ଛପର ଉଡିଯାଇଥିବା ସମୟରେ ଥାନୁଆଳ ପଞ୍ଚାୟତର ଖୁଣ୍ଟା ଏବଂ ମହିସରା ପଞ୍ଚାୟତର ପାରିଖେତ ଓ କୋତପୁର ପଞ୍ଚାୟତର ଜାଗୁଳେଇ ପାଖ ଦାସ ସାହି ଓ ସେଠୀ ସାହି ଠାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ ଙ୍କ ତତ୍ୱବାଧାନ ରେ ଟ୍ରଷ୍ଟ ର ସଦସ୍ୟ ମାନେ ଲୋକମାନଙ୍କ ପାଖରେ ପହଞ୍ଚି ତାଙ୍କ ସୁବିଧା ଅସୁବିଧା ବୁଝିବା ସହ ଶୁଖିଲା ଖାଦ୍ୟ ଓ ପାଲ ପ୍ରଦାନ କରିଥିଲେ। ଆମ ଟ୍ରଷ୍ଟ ସବୁ ବେଳେ ସବୁ ସମୟରେ ଲୋକଙ୍କ ସହ ଅଛି ରହିଥିବ ବୋଲି କହିଛନ୍ତି ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଶେଖର ସାହୁ ।

Leave A Reply

Your email address will not be published.