ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୩ ।

0 168

ରାୟଗଡା ,ତା-୨୪/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୪,୪୦୬, ଚିକିତ୍ସିତ ସଂଖ୍ୟା ୨୬,୬୦୧, ମୃତ ସଂଖ୍ୟା ୪୧୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪୩ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୨୪୩ ରେ ପହଞ୍ଚିଛି , ସୁସ୍ଥ ସଂଖ୍ୟା ୧,୭୮୦,ଚିକିତ୍ସିତ ସଂଖ୍ୟା ୧,୪୪୨ ଏବଂ ମୃତ ସଂଖ୍ୟା ୨୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୪୯ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୩ ବୋଲି ଜଣାପଡିଛି ।

Leave A Reply

Your email address will not be published.