ରାସ୍ତା କଡ଼ରୁ ଦୁର୍ଘଟଣା ଗ୍ରସ୍ତ ଦୁଇ ବୃଦ୍ଧ ବୃଦ୍ଧାଙ୍କୁ ଉଦ୍ଧାର ।

0 121

ଦିଗପହଣ୍ଡି,୦୨/୦୬ ,ମାନବ ସେବା ହିଁ ମାଧବ ସେବା ।ଦିଗପହଣ୍ଡିରୁ  ଚିକିଟି ଯିବା ରାସ୍ତାରେ ପଦ୍ମନାଭପୁର ଗ୍ରାମ ପାଖରେ ଦୁର୍ଘଟଣା । ଚିକିଟି ବ୍ଲକ୍ ଲାଲବେଣ୍ଟା ପଞ୍ଚାୟତ ସନ୍ଧିଗାଁ ଗ୍ରାମର ଦୁର୍ଯ୍ଯ ସେଠୀ (୫୮) ସ୍ତ୍ରୀ ମଞ୍ଜରୀ ସେଠୀ (୫୧) ଦିଗପହଣ୍ଡିରୁ ବାଇକ୍ ରେ ଗ୍ରାମକୁ ଫେରିବା ସମୟରେ ଗାଡି ଆଗକୁ ଏକ ମେଣ୍ଢା ଆସି ଯାଇଥିଲା । ଧକ୍କାରେ ଲହୁଲୁହାଣ ଅବସ୍ଥାରେ ପଡ଼ିଥିଲେ ଦୁହେଁ ।  ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବରଜୟ ପାଇ ଜୟ ଜଗନ୍ନାଥ ଗ୍ରୁପ୍ ର ପ୍ରତିଷ୍ଠାତା ଶିବ ଶଙ୍କର ଦାଶ ପହଞ୍ଚିଥିଲେ ଘଟଣା ସ୍ଥଳରେ ।ଦୁହିଁଙ୍କ  ମୁଣ୍ଡକୁ ଓ ଗୋଡ଼କୁ ଭୀଷଣ ଆଘାତ ଲାଗିଥିବା ହେତୁ ସଂଗେ ସଂଗେ ଦିଗପହଣ୍ଡି ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ  ।

Leave A Reply

Your email address will not be published.