ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୦୩।

0 1,326

ଭୁବନେଶ୍ବର ୨୮/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୦୩ । ପଜିଟିଭ ସଂଖ୍ୟା ୯,୭୨,୫୧୭ ଚିହ୍ନଟ ହୋଇଛନ୍ତି ୯,୪୯,୩୫୦ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୪୧୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୭୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୮,୪୯୬ ସୁସ୍ଥ ସଂଖ୍ୟା ୧,୪୨,୮୫୬ ଚିକିତ୍ସିତ ସଂଖ୍ୟା ୪,୫୦୯, ମୃତ ସଂଖ୍ୟା ୧୧୨୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୯୨୪ ସୁସ୍ଥ ସଂଖ୍ୟା ୮୩,୪୦୫ ଚିକିତ୍ସିତ ସଂଖ୍ୟା ୨,୧୯୩, ମୃତ ସଂଖ୍ୟା ୩୨୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୦୨ ସୁସ୍ଥ ସଂଖ୍ୟା ୩୨,୮୭୩ ଚିକିତ୍ସିତ ସଂଖ୍ୟା ୯୩, ମୃତ ସଂଖ୍ୟା ୪୨୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୬୫୧ ସୁସ୍ଥ ସଂଖ୍ୟା ୫୯,୭୫୫ ଚିକିତ୍ସିତ ସଂଖ୍ୟା ୩୮୯ ,ମୃତ ସଂଖ୍ୟା ୫୦୩,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୪୫ ସୁସ୍ଥ ସଂଖ୍ୟା ୧୧,୨୭୮ ଚିକିତ୍ସିତ ସଂଖ୍ୟା ୧୧୯ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.