ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୪୮ ।

0 1,138

ଭୁବନେଶ୍ବର ୨୨/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୪୮ । ପଜିଟିଭ ସଂଖ୍ୟା ୯,୬୧,୯୩୪ ଚିହ୍ନଟ ହୋଇଛନ୍ତି  ୯,୩୬,୯୫୦ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୬୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୩୦୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୫,୭୨୪ ସୁସ୍ଥ ସଂଖ୍ୟା ୧,୪୦,୧୭୧ ଚିକିତ୍ସିତ ସଂଖ୍ୟା ୪,୫୬୬, ମୃତ ସଂଖ୍ୟା ୯୭୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୪,୫୫୪ ସୁସ୍ଥ ସଂଖ୍ୟା ୮୧,୪୯୦ ଚିକିତ୍ସିତ ସଂଖ୍ୟା ୨,୭୪୫, ମୃତ ସଂଖ୍ୟା ୩୧୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୪୦ ସୁସ୍ଥ ସଂଖ୍ୟା ୩୨,୮୨୦ ଚିକିତ୍ସିତ ସଂଖ୍ୟା ୮୮, ମୃତ ସଂଖ୍ୟା ୪୨୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୩୭୨ ସୁସ୍ଥ ସଂଖ୍ୟା ୫୯,୪୦୫ ଚିକିତ୍ସିତ ସଂଖ୍ୟା ୫୦୫ ,ମୃତ ସଂଖ୍ୟା ୪୫୮, ମାଲକାନଗିରି  ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୩୮୪ ସୁସ୍ଥ ସଂଖ୍ୟା ୧୧,୧୩୧ ଚିକିତ୍ସିତ ସଂଖ୍ୟା ୨୦୮ ,ମୃତ ସଂଖ୍ୟା ୪୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.