ଭୁବନେଶ୍ବର ୧୭/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୧୮୨ । ପଜିଟିଭ ସଂଖ୍ୟା ୯,୫୨,୧୧୧ ଚିହ୍ନଟ ହୋଇଛନ୍ତି ୯,୨୫,୫୨୬ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୫୪୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୯୯୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୩,୫୦୫ ସୁସ୍ଥ ସଂଖ୍ୟା ୧,୩୭,୮୩୧ ଚିକିତ୍ସିତ ସଂଖ୍ୟା ୪,୭୯୦, ମୃତ ସଂଖ୍ୟା ୮୭୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୩,୧୩୪ ସୁସ୍ଥ ସଂଖ୍ୟା ୭୯,୮୬୯ ଚିକିତ୍ସିତ ସଂଖ୍ୟା ୨,୯୫୦, ମୃତ ସଂଖ୍ୟା ୩୧୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୮୭ ସୁସ୍ଥ ସଂଖ୍ୟା ୩୨,୭୮୮ ଚିକିତ୍ସିତ ସଂଖ୍ୟା ୮୩, ମୃତ ସଂଖ୍ୟା ୪୦୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୧୮୬ ସୁସ୍ଥ ସଂଖ୍ୟା ୫୯,୦୭୮ ଚିକିତ୍ସିତ ସଂଖ୍ୟା ୬୭୦ ,ମୃତ ସଂଖ୍ୟା ୪୩୪, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୨୬୩ ସୁସ୍ଥ ସଂଖ୍ୟା ୧୦,୯୫୬ ଚିକିତ୍ସିତ ସଂଖ୍ୟା ୨୬୪ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।