ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୦୬ ।

0 1,350

ଭୁବନେଶ୍ବର ୦୯/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୦୬ । ପଜିଟିଭ ସଂଖ୍ୟା ୯,୩୫,୧୪୬ ଚିହ୍ନଟ ହୋଇଛନ୍ତି ୯,୦୩,୧୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୪୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୪୭୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୯,୯୨୩ ସୁସ୍ଥ ସଂଖ୍ୟା ୧,୩୪,୧୮୧ ଚିକିତ୍ସିତ ସଂଖ୍ୟା ୫,୦୦୧, ମୃତ ସଂଖ୍ୟା ୭୩୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୦,୭୨୪ ସୁସ୍ଥ ସଂଖ୍ୟା ୭୬,୨୪୬ ଚିକିତ୍ସିତ ସଂଖ୍ୟା ୪,୧୬୯, ମୃତ ସଂଖ୍ୟା ୩୦୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୧୯୮ ସୁସ୍ଥ ସଂଖ୍ୟା ୩୨,୭୧୦ ଚିକିତ୍ସିତ ସଂଖ୍ୟା ୧୧୦, ମୃତ ସଂଖ୍ୟା ୩୭୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୬୨୫ ସୁସ୍ଥ ସଂଖ୍ୟା ୫୮,୬୩୩ ଚିକିତ୍ସିତ ସଂଖ୍ୟା ୫୯୯ ,ମୃତ ସଂଖ୍ୟା ୩୮୯ ,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୦୩୪ ସୁସ୍ଥ ସଂଖ୍ୟା ୧୦,୫୦୮ ଚିକିତ୍ସିତ ସଂଖ୍ୟା ୪୮୩ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.