ଭୁବନେଶ୍ବର ୦୭/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୬୦୨ । ପଜିଟିଭ ସଂଖ୍ୟା ୯,୨୯,୭୮୮ ଚିହ୍ନଟ ହୋଇଛନ୍ତି ୮,୯୭,୩୬୨ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୦୧୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୩୫୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୮,୯୦୯ ସୁସ୍ଥ ସଂଖ୍ୟା ୧,୩୩,୨୧୫ ଚିକିତ୍ସିତ ସଂଖ୍ୟା ୪,୯୭୪, ମୃତ ସଂଖ୍ୟା ୭୧୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୯,୮୫୫ ସୁସ୍ଥ ସଂଖ୍ୟା ୭୪,୪୬୪ ଚିକିତ୍ସିତ ସଂଖ୍ୟା ୪,୦୮୫, ମୃତ ସଂଖ୍ୟା ୩୦୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୧୬୬ ସୁସ୍ଥ ସଂଖ୍ୟା ୩୨,୬୭୮ ଚିକିତ୍ସିତ ସଂଖ୍ୟା ୧୨୧, ମୃତ ସଂଖ୍ୟା ୩୫୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୫୦୩ ସୁସ୍ଥ ସଂଖ୍ୟା ୫୮,୫୮୦ ଚିକିତ୍ସିତ ସଂଖ୍ୟା ୫୪୦ ,ମୃତ ସଂଖ୍ୟା ୩୭୯ ,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୯୫୭ ସୁସ୍ଥ ସଂଖ୍ୟା ୧୦,୩୬୨ ଚିକିତ୍ସିତ ସଂଖ୍ୟା ୫୫୨ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।