ଭୁବନେଶ୍ବର ୦୬/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୪୮୭ । ପଜିଟିଭ ସଂଖ୍ୟା ୯,୨୭,୧୮୬ ଚିହ୍ନଟ ହୋଇଛନ୍ତି ୮,୯୪,୧୦୪ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୭୩୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୨୯୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୮,୩୮୦ ସୁସ୍ଥ ସଂଖ୍ୟା ୧,୩୨,୫୮୮ ଚିକିତ୍ସିତ ସଂଖ୍ୟା ୫,୦୮୨, ମୃତ ସଂଖ୍ୟା ୭୦୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୯,୪୫୮ ସୁସ୍ଥ ସଂଖ୍ୟା ୭୪,୯୨୧ ଚିକିତ୍ସିତ ସଂଖ୍ୟା ୪,୨୩୩, ମୃତ ସଂଖ୍ୟା ୩୦୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୧୫୮ ସୁସ୍ଥ ସଂଖ୍ୟା ୩୨,୬୫୬ ଚିକିତ୍ସିତ ସଂଖ୍ୟା ୧୩୯, ମୃତ ସଂଖ୍ୟା ୩୫୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୪୩୯ ସୁସ୍ଥ ସଂଖ୍ୟା ୫୮,୫୪୬ ଚିକିତ୍ସିତ ସଂଖ୍ୟା ୫୧୪ ,ମୃତ ସଂଖ୍ୟା ୩୭୫ ,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୯୨୫ ସୁସ୍ଥ ସଂଖ୍ୟା ୧୦,୨୮୮ ଚିକିତ୍ସିତ ସଂଖ୍ୟା ୫୯୪ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।