ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୫୪ ।

0 1,240

ଭୁବନେଶ୍ବର ୨୬/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୫୪ । ପଜିଟିଭ ସଂଖ୍ୟା ୮,୯୭,୦୬୨ ଚିହ୍ନଟ ହୋଇଛନ୍ତି ୮,୬୦,୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୦୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୮୪୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୩,୬୪୨ ସୁସ୍ଥ ସଂଖ୍ୟା ୧,୨୭,୭୭୦ ଚିକିତ୍ସିତ ସଂଖ୍ୟା ୫,୨୪୭, ମୃତ ସଂଖ୍ୟା ୬୧୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୪,୭୯୯ ସୁସ୍ଥ ସଂଖ୍ୟା ୭୦,୭୮୯ ଚିକିତ୍ସିତ ସଂଖ୍ୟା ୩୭୩୯, ମୃତ ସଂଖ୍ୟା ୨୬୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୯୭୩ ସୁସ୍ଥ ସଂଖ୍ୟା ୩୨,୪୭୧ ଚିକିତ୍ସିତ ସଂଖ୍ୟା ୨୬୯ , ମୃତ ସଂଖ୍ୟା ୩୨୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୯୧୬ ସୁସ୍ଥ ସଂଖ୍ୟା ୫୭,୭୮୦ ଚିକିତ୍ସିତ ସଂଖ୍ୟା ୭୯୦ ,ମୃତ ସଂଖ୍ୟା ୩୪୨ ,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୨୬୨ ସୁସ୍ଥ ସଂଖ୍ୟା ୯,୬୩୧ ଚିକିତ୍ସିତ ସଂଖ୍ୟା ୫୮୮ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.