ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୩୬୮।

0 1,148

ଭୁବନେଶ୍ବର ୨୦/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦,୩୬୮ ପଜିଟିଭ ସଂଖ୍ୟା ୧୧,୮୦,୫୬୨ ଚିହ୍ନଟ ହୋଇଛନ୍ତି ୧୦,୭୭,୪୬୨ ଜଣ ସୁସ୍ଥ ହୋଇଥିବା ବେଳେ ୮୮,୩୪୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୨୦,୦୮୮ ସୁସ୍ଥ ସଂଖ୍ୟା ୧,୮୬,୬୭୧ ଚିକିତ୍ସିତ ସଂଖ୍ୟା ୩୧,୭୯୦, ମୃତ ସଂଖ୍ୟା ୧୬୧୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୫,୩୯୧, ସୁସ୍ଥ ସଂଖ୍ୟା ୯୮,୪୯୯ ଚିକିତ୍ସିତ ସଂଖ୍ୟା ୬୦୨୫, ମୃତ ସଂଖ୍ୟା ୮୬୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୩୦୫ ସୁସ୍ଥ ସଂଖ୍ୟା ୩୩,୯୧୭ ଚିକିତ୍ସିତ ସଂଖ୍ୟା ୮୯୫ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୦,୦୨୦ ସୁସ୍ଥ ସଂଖ୍ୟା ୬୮,୭୧୦ ଚିକିତ୍ସିତ ସଂଖ୍ୟା ୧୦୭୧୧, ମୃତ ସଂଖ୍ୟା ୫୯୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.