ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୦୮୬।

0 1,252

ଭୁବନେଶ୍ବର ୧୮/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧,୦୮୬ ପଜିଟିଭ ସଂଖ୍ୟା ୧୧,୫୫,୪୮୭ ଚିହ୍ନଟ ହୋଇଛନ୍ତି ୧୦,୬୬,୦୩୨ ଜଣ ସୁସ୍ଥ ହୋଇଥିବା ବେଳେ ୮୦,୯୧୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୮୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୧୨,୭୦୫ ସୁସ୍ଥ ସଂଖ୍ୟା ୧,୮୪,୦୭୫ ଚିକିତ୍ସିତ ସଂଖ୍ୟା ୨୭,୦୧୦, ମୃତ ସଂଖ୍ୟା ୧୬୧୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୩,୫୫୩, ସୁସ୍ଥ ସଂଖ୍ୟା ୯୬,୮୭୯ ଚିକିତ୍ସିତ ସଂଖ୍ୟା ୫୮୦୮, ମୃତ ସଂଖ୍ୟା ୮୬୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୧୨୫ ସୁସ୍ଥ ସଂଖ୍ୟା ୩୩,୬୯୭ ଚିକିତ୍ସିତ ସଂଖ୍ୟା ୯୩୬ ମୃତ ସଂଖ୍ୟା ୪୮୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୭,୨୯୬ ସୁସ୍ଥ ସଂଖ୍ୟା ୬୬,୧୦୮ ଚିକିତ୍ସିତ ସଂଖ୍ୟା ୧୦୫୮୯, ମୃତ ସଂଖ୍ୟା ୫୯୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.