ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୬୯।

0 1,196

ଭୁବନେଶ୍ବର ୧୮/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୯ ପଜିଟିଭ ସଂଖ୍ୟା ୧୦,୫୨,୬୪୧ ଚିହ୍ନଟ ହୋଇଛନ୍ତି ୧୦,୪୨,୨୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୬୭୩ ସୁସ୍ଥ ସଂଖ୍ୟା ୧,୭୮,୧୫୮ ଚିକିତ୍ସିତ ସଂଖ୍ୟା ୯୧୩, ମୃତ ସଂଖ୍ୟା ୧୫୯୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୪୨୬, ସୁସ୍ଥ ସଂଖ୍ୟା ୯୪,୪୪୨ଚିକିତ୍ସିତ ସଂଖ୍ୟା ୧୨୨, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୬୭ ସୁସ୍ଥ ସଂଖ୍ୟା ୩୩,୪୫୬ ଚିକିତ୍ସିତ ସଂଖ୍ୟା ୨୨ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୨୨ସୁସ୍ଥ ସଂଖ୍ୟା ୬୧,୬୨୮ ଚିକିତ୍ସିତ ସଂଖ୍ୟା ୯୮, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.