ଭୁବନେଶ୍ବର ୦୨/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୫୨। ପଜିଟିଭ ସଂଖ୍ୟା ୧୦,୪୯,୫୯୭ ଚିହ୍ନଟ ହୋଇଛନ୍ତି ୧୦,୩୮,୬୯୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୪୩୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୨୦୮ ସୁସ୍ଥ ସଂଖ୍ୟା ୧,୭୬,୮୫୧ ଚିକିତ୍ସିତ ସଂଖ୍ୟା ୧,୦୩୬, ମୃତ ସଂଖ୍ୟା ୧୫୮୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୨୪୭, ସୁସ୍ଥ ସଂଖ୍ୟା ୯୪,୨୫୪ ଚିକିତ୍ସିତ ସଂଖ୍ୟା ୧୩୪, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୨୧ ସୁସ୍ଥ ସଂଖ୍ୟା ୩୩,୪୧୦ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୫୫ ସୁସ୍ଥ ସଂଖ୍ୟା ୬୧,୩୯୯ ଚିକିତ୍ସିତ ସଂଖ୍ୟା ୧୬୧, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।