ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୭୪।

0 1,194

ଭୁବନେଶ୍ବର ୩୦/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୭୪। ପଜିଟିଭ ସଂଖ୍ୟା ୧୦,୪୦,୯୬୯ ଚିହ୍ନଟ ହୋଇଛନ୍ତି ୧୦,୨୮,୨୦୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୩୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୨୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୫,୦୮୫ ସୁସ୍ଥ ସଂଖ୍ୟା ୧,୭୧,୪୫୨ ଚିକିତ୍ସିତ ସଂଖ୍ୟା ୨,୦୮୩, ମୃତ ସଂଖ୍ୟା ୧୫୪୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୫୭୭, ସୁସ୍ଥ ସଂଖ୍ୟା ୯୩,୩୪୦ ଚିକିତ୍ସିତ ସଂଖ୍ୟା ୩୮୦, ମୃତ ସଂଖ୍ୟା ୮୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୪୧ ସୁସ୍ଥ ସଂଖ୍ୟା ୩୩,୩୩୭ ଚିକିତ୍ସିତ ସଂଖ୍ୟା ୧୯ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୨୮ ସୁସ୍ଥ ସଂଖ୍ୟା ୬୧,୧୪୦ ଚିକିତ୍ସିତ ସଂଖ୍ୟା ୯୪ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.