ଭୁବନେଶ୍ବର ୨୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୭। ପଜିଟିଭ ସଂଖ୍ୟା ୧୦,୩୮,୪୧୧ ଚିହ୍ନଟ ହୋଇଛନ୍ତି ୧୦,୨୫,୫୦୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୦୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୩,୮୪୩ ସୁସ୍ଥ ସଂଖ୍ୟା ୧,୭୦,୦୫୮ ଚିକିତ୍ସିତ ସଂଖ୍ୟା ୨,୨୪୧, ମୃତ ସଂଖ୍ୟା ୧୫୩୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୩୫୪, ସୁସ୍ଥ ସଂଖ୍ୟା ୯୩,୦୮୫ ଚିକିତ୍ସିତ ସଂଖ୍ୟା ୪୧୩, ମୃତ ସଂଖ୍ୟା ୮୫୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୨୭ ସୁସ୍ଥ ସଂଖ୍ୟା ୩୩,୩୨୨ ଚିକିତ୍ସିତ ସଂଖ୍ୟା ୨୦ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୮୨ ସୁସ୍ଥ ସଂଖ୍ୟା ୬୧,୦୮୬ ଚିକିତ୍ସିତ ସଂଖ୍ୟା ୧୦୨ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।