ଭୁବନେଶ୍ବର ୧୯/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୪୧ । ପଜିଟିଭ ସଂଖ୍ୟା ୯,୯୮,୧୮୭ ଚିହ୍ନଟ ହୋଇଛନ୍ତି ୯,୮୧,୩୧୬ ଜଣ ସୁସ୍ଥ ହୋଇଥିବା ବେଳେ ୯,୬୬୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୧୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୬,୯୩୨ ସୁସ୍ଥ ସଂଖ୍ୟା ୧,୫୧,୮୧୯ ଚିକିତ୍ସିତ ସଂଖ୍ୟା ୩,୭୦୧, ମୃତ ସଂଖ୍ୟା ୧୪୦୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୪୧୫ ସୁସ୍ଥ ସଂଖ୍ୟା ୮୭,୫୦୨ ଚିକିତ୍ସିତ ସଂଖ୍ୟା ୧,୩୪୨, ମୃତ ସଂଖ୍ୟା ୫୬୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୪୪ ସୁସ୍ଥ ସଂଖ୍ୟା ୩୩,୦୨୭ ଚିକିତ୍ସିତ ସଂଖ୍ୟା ୪୨, ମୃତ ସଂଖ୍ୟା ୪୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୧୩ ସୁସ୍ଥ ସଂଖ୍ୟା ୬୦,୩୨୬ ଚିକିତ୍ସିତ ସଂଖ୍ୟା ୧୧୪ ,ମୃତ ସଂଖ୍ୟା ୫୭୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୬୪ ସୁସ୍ଥ ସଂଖ୍ୟା ୧୧,୪୬୮ ଚିକିତ୍ସିତ ସଂଖ୍ୟା ୪୮ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।