ଭୁବନେଶ୍ବର ୧୩/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୯୩ । ପଜିଟିଭ ସଂଖ୍ୟା ୯,୯୧,୩୭୫ ଚିହ୍ନଟ ହୋଇଛନ୍ତି ୯,୭୪,୭୫୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୮୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୭୫୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୪,୭୯୪ ସୁସ୍ଥ ସଂଖ୍ୟା ୧,୪୯,୫୧୭ ଚିକିତ୍ସିତ ସଂଖ୍ୟା ୩,୯୦୧, ମୃତ ସଂଖ୍ୟା ୧୩୬୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୫୪୦ ସୁସ୍ଥ ସଂଖ୍ୟା ୮୬,୭୬୯ ଚିକିତ୍ସିତ ସଂଖ୍ୟା ୧,୨୮୨, ମୃତ ସଂଖ୍ୟା ୪୮୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୧୯ ସୁସ୍ଥ ସଂଖ୍ୟା ୩୩,୦୦୦ ଚିକିତ୍ସିତ ସଂଖ୍ୟା ୪୯, ମୃତ ସଂଖ୍ୟା ୪୬୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୯୨୮ ସୁସ୍ଥ ସଂଖ୍ୟା ୬୦,୨୩୯ ଚିକିତ୍ସିତ ସଂଖ୍ୟା ୧୧୮ ,ମୃତ ସଂଖ୍ୟା ୫୬୭, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୩୫ ସୁସ୍ଥ ସଂଖ୍ୟା ୧୧,୫୩୮ ଚିକିତ୍ସିତ ସଂଖ୍ୟା ୪୭ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।