ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୫୨ ଛୁଇଁଲା,୩୦୭ ଜଣ ସୁସ୍ଥ ଓ ୬ ଜଣ ମୃତ ।

0 1,136

ଭୁବନେଶ୍ଵର ,(ପିପିଟି)୨୦/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୧୩ରେ ରହିଛି ।ନୂତନ ଆକ୍ରାନ୍ତ ୭୪ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୦୫୯୧୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୧୦୫୨ ଚିହ୍ନଟ ହୋଇଛନ୍ତି । ୩୦୭ ଜଣ ସୁସ୍ଥ ହୋଇଥିବା ବେଳେ ୭୩୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶାରେ ମୃତ୍ୟୁ ସଂଖ୍ୟା ୬ ପହଞ୍ଚିଥିବା ବେଳେ ଗଞ୍ଜାମରେ ୨ଜଣ, ଖୋର୍ଦ୍ଧା ଜିଲ୍ଲାରେ ୩ଜଣ ଓ କଟକ ୧ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.