ଯାଜପୁରକୁ ପ୍ରବାସୀ ଓଡ଼ିଆ ସ୍ଵତନ୍ତ୍ର ଟ୍ରେନରେ ଆସିବା ନେଇ ଭୟରେ ବ୍ୟାସନଗରବାସୀ !

0 228

ଯାଜପୁର,(ପିପିଟି ନ୍ଯୁଜ୍)୨୬/୦୫,ଯାଜପୁରକୁ ଫେରୁଛନ୍ତି ପ୍ରବାସୀ ଓଡିଆ । ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ ଆତଙ୍କିତ ବ୍ୟାସନଗର ବାସି କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଛି ଲକଡାଉନ। ଯିଏ ଯେଉଁ ରାଜ୍ୟରେ ଅଛନ୍ତି ଆଉ ନିଜ ରାଜ୍ୟକୁ ଧିରେ ଧିରେ ଫେରୁଛନ୍ତି । ଓଡ଼ିଶା ସରକାର ରାଜ୍ୟ ବାହାରୁ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ନିଷ୍ପତ୍ତି ନେବାପରେ ଧୀରେ ଧୀରେ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ତେବେ ଏତେ ପରିମାଣର ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଫେରିବାକୁ ନେଇ ଚିନ୍ତାରେ ଜିଲ୍ଲାବାସୀ । ଯାଜପୁର ବ୍ୟାସନଗରରୁ କରୋନା ଚିହଁଟ ହେଲାପରେ ବ୍ୟାସନଗରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଜି ପ୍ରବାସୀ ଓଡ଼ିଆ ଟ୍ରେନ ଯୋଗେ ଆସିବା ଶୁଣି।ବ୍ୟାସନଗରରେ କୋକୁଆ ଭୟ ସୁଷ୍ଟି ହୋଇଛି।ଯାଜପୁର ପ୍ରଶାସନପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପୋରନିବାହି ଅଧିକାରୀ ଶୁଭେନ୍ଦୁ ଜେନା, ମାଣିକ ମହାପାତ୍ର, ଅମିତ ପୋରେହିତ,ଆର ପିଏଫ ଇନ୍ସପେକ୍ଟର ରମାକାନ୍ତ ବାରିକ,ଏକେ ସାହୁ ସମେତ ଉପସ୍ଥିତ ଥିଲେ।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.